Page 1
ODIA
----------------------------------------------------------------------------------------------------
Maximum Marks: 80
Time Allowed: Three hours
(Candidates are allowed additional 15 minutes for only reading the paper.
They must NOT start writing during this time).
----------------------------------------------------------------------------------------------------------------
Answer Questions 1, 2 and 3 in Section A and four questions from Section B on
any three out of the four prescribed textbooks.
The intended marks for questions or parts of questions are given in brackets [ ].
SECTION A
LANGUAGE - 40 MARKS
Question 1 [15]
Write a composition in approximately 400 words in Odia on any one of the topics
given below.
ନିମ୍ଲ
ନ ିଖିତ ବିଷୟ ମ୍ଧ୍ୟରୁ ଯେ ଯ ୌଣସି ଯ ୋଟି ବିଷୟଯର ଏ ରଚନୋ ଓଡିଆଯର ପ୍ରୋୟ 400
ଶବ୍ଦଯର ଯଲଖ I
(i) ପୃଥିବୀ ପୃଷ୍ଠଯର ଘଟୁ ଥିବୋ ଯ ୋଟିଏ ମ୍
ି ୋବ ଦୁ ଇଟି ପ୍ରୋ ୃ ତି ବିପେ୍ୟୟ ବିଷୟଯର ଯଲଖ I
(ii) ଏ ଯରଳ ଯେସନର ଦୃ ଶୟ ବର୍ଣ୍୍ନୋ ର I
(iii) ନଦୀ ୂ ଳଯର ବଣଯ ୋଜି ରିବୋ ପୋଇଁ ତୁ ଯମ୍ ଣ ସବୁ ଆଯୟୋଜନ ରିବ ବର୍ଣ୍୍ନୋ ର I
(iv) ମ୍ହୋମ୍ୋରୀ ଯରୋନୋ ପିଲୋମ୍ୋନଙ୍କୁ ଘଯର ରହି ଶିକ୍ଷୋ ଲୋ ରିବୋର ସୁଯେୋ ଯଦଇଛି - ଏହୋ
ସପକ୍ଷଯର ବୋ ବିପକ୍ଷଯର ତୁ ମ୍ର ମ୍ତୋମ୍ତ ପ୍ରଦୋନ ର I
(v) େୁବଶକ୍ତିର ସୁବନ
ି ଯି େୋ ଉପଯର ତୁ ମ୍ର ମ୍ତୋମ୍ତ ଉଯେଖ ର I
1
Page 2
(vi) ଯ ୌଣସି ଯ ୋଟିଏ ବିଷୟଯର , ଏ ଯମ୍ୌଳି କ୍ଷୁଦ୍ର ଳ୍ପ , ତୁ ମ୍ ନିଜ ୋଷୋଯର ଯଲଖ I
(a) ତୁ ମ୍ର ୋଙ୍ଗି େୋଇଥିବୋ ଏ ସ୍ୱପନ
(b) ଏ ଘର ମ୍ୋଉସୀ ଯସ ଘର ପିଉସୀ
Question 2
Read the passage given below carefully and answer the questions that follow, using
your own words in Odia:
ନିଯମ୍ନୋକ୍ତ ଦୟIଶଟି ପଢି ନିମ୍ନଲିଖିତ ପ୍ରଶନମ୍ୋନଙ୍କର ଉତ୍ତର ଓଡିଆଯର ଯଲଖ :-
ଉତ୍ତମ୍ ଶିକ୍ଷୋ ଜୀବନ ୁ ସଂେତ ଓ ସୁଶଙ୍ଖ ୃ ଳ ଯର I ମ୍ୋନବ ତୋର ଯଶୈଶବରୁ ବି ିନ୍ନ ବିଷୟଯର ଶିକ୍ଷୋଲୋ
ପୋଇଁ ଉତ୍ସୋହ ପୋଇଁଥୋଏ I ଉପେୁକ୍ତ ଶିକ୍ଷୋ ତୋ ୁ ଏ ସୁନ୍ଦର ମ୍ଣିଷ ଯହବୋର ସୋହୋେୟ ଯର I ଶିକ୍ଷୋ
ମ୍ୋଧ୍ୟମ୍ଯର ଯସ ତୋଙ୍କ ପୂବ୍ପର ୁ ୁ ଷ ମ୍ୋନଙ୍କର ବିବଧ
ି ଅନୁ ୂ ତି ସହ ନିଜର ଅନୁ ୂ ତି ୁ ତୁ ଳନୋ ରି ପ୍ର ୃେ
ଜ୍ଞୋନ ଅଜ୍ନ ଯର I ଶିକ୍ଷୋ ଦ୍ୱୋରୋ ବହୁ ଲୁ ୋୟିତ ଉଯନେଷ ପ୍ରତି ୋର ବି ୋଶ ସୋଧିତ ହୁ ଏ I ଅନୟୋନୟ ଶିକ୍ଷୋ
ମ୍ଧ୍ୟଯର ଯନୈତି ଶିକ୍ଷୋ ମ୍ୋନବ ଜୀବନ ପୋଇଁ ଅପରିହୋେ୍ୟ I ଯନୈତି ଶିକ୍ଷୋ ଜୀବନ ମ୍ୋଜିତ ଯରI ଏହୋ
ବିନୋ ମ୍ୋନବୀୟ ୁଣ ସମ୍ୂହର ବି ୋଶ ସୋଧନ ଅସମ୍ଭବ I
ଯନୈତି ଶିକ୍ଷୋ ସୋଧୋରଣତଃ ନୀତି ବୋ ଯନୈତି ତୋ ଉପଯର ପେ୍ୟଯବସିତ I ଏ ନୀତିସ୍ତ୍ରୋନୁ ଯମ୍ୋଦିତ I ସତ ଓ
ଅସତ ମ୍ଧ୍ୟଯର ଦ୍ୱନ୍ଦ୍ୱ ଉପୁଜଯି ଲ ସତର ବିଜୟ ସୁନଶ୍ଚ
ି ି ତ I େୋହୋ ସତ ସତ ତୋହୋ ଯନୈତି ଶିକ୍ଷୋ ଅନ୍ତ ୁ କ୍ତ
୍ I
ସତୟ , ଶିବ ଓ ସୁନ୍ଦର ଉପୋସ ଯହବୋ ୁ ଏ ଶିକ୍ଷୋ ଯପ୍ରରଣୋ ପ୍ରଦୋନ ଯର I ଅନୀତି ଓ ଦୁ ନ୍ୀତି ଠୋରୁ
ଦୂ ରଯର ରହିବୋ ୁ ଏହୋ ସତ ୍ ରୋଇଦିଏ I
ସୁ ୁଣୋବଳୀ ଅଜ୍ନ ରି ସତ ପଥଯର ତି ରିବୋ ୁ ଏହୋ ସବ୍ଦୋ ସଦୁ ପଯଦଶ ଦିଏ I ମ୍ୋନବ ଏ
ପ୍ରଜ୍ଞୋବିଶେ
ି ପ୍ରୋଣୀ I ତୋ ନି ଟଯର ଥିବୋ ଯଦଯବୋପମ୍ ୁଣ ତୋ ୁ ଇତର ପ୍ରୋଣୀ ମ୍ୋନଙ୍କ ଠୋରୁ ପୃଥ
ରିଥୋଏ I ଶୋରୀରି ବି ୋଶ ସହିତ ମ୍ୋନସି ଓ ଆତ୍ମି ବି ୋଶ ସୋଧନ ଏ ପ୍ର ୋର ଶିକ୍ଷୋର ମ୍ୁଖୟ ଲକ୍ଷ
ଯହବI ବିଯଧୟ I
ମ୍ୋନବ ଶିଶୁ ପରିବୋରର ରୁ ଆରମ୍ଭ ଯର ବିଦୟୋଳୟ ,ମ୍ହୋବିଦୟୋଳୟ, ବିଶ୍ୱବିଦୟୋଳୟ, ପ୍ର ୃ ତି ବି ିନ୍ନ
ସ୍ତରଯର ସୋଧରଣ ଶିକ୍ଷୋଲୋ ରିବୋର ସୁଯେୋ ପୋଇଁଥୋଏ I ଏହି ଶିକ୍ଷୋ ବଳଯର ଯସ ବି ିନ୍ନ ବିଷୟଯର
ବିଦୟୋଜ୍ନ ରିବୋ ସଯଙ୍ଗ ଯ ୌଣସି ଧନ୍ଦୋ ବୋ ବୃ ତ୍ତି ଅବଲମ୍ବନ ରିବୋ ପୋଇଁ ଶିକ୍ଷୋ ବୋ ତୋଲିମ୍ ପୋଇଥୋଏ
Iଏହୋ ତୋର ଅଥ୍ଯନୈତି ସ୍ୱଚ୍ଛଳତୋ ବୃ ଦ୍ଧି ଯର I ଏହୋ ସୋଧୋରଣତଃ ଆତ୍ମି ବି ୋଶଯର ବିଯଶଷ ୋବଯର
2
Page 3
ସୋହୋେୟ ରିପୋଯର ନୋହିଁ I ଯତଣୁ ଯନୈତି ଶିକ୍ଷୋର ଆବଶୟ ତୋ ଉପଲବ୍ଧ ହୁ ଏ I ଯନୈତି ଶିକ୍ଷୋ ଚୋରିତ୍ରି
ସଂଯଶୋଧନଯର ସହୋୟ ଯହୋଇଥୋଏ I ଚରିତ୍ରହୀନ ମ୍ୋନବ ସବ୍ଦୋ ଅପମ୍ୋନିତ ହୁ ଏ I ଯନୈତି ଶିକ୍ଷୋ ଚରିତ୍ର
ଠନ ରିବୋ ସଯଙ୍ଗ ସଯଙ୍ଗ ଆଦଶ୍ ମ୍ୋନବ ସୃେି ରିବୋଯର ସୋହୋେୟ ଯର I ଏହୋ ଶରୀର ଓ ମ୍ନର
େୁ ପତ ସମ୍ୁନ୍ନତି ସୋଧନ ଯର I ଯନୈତି ଶିକ୍ଷୋ ଆତ୍ମି ବି ୋଶ ସୋଧନ ରି ଅତିମ୍ୋନବି ତୋ ଆଡ ୁ
ପଥ ନିଯଦ୍ଶ ଯର I
ଆଜିର ପୃଥିବୀ ସଙ୍କଟମ୍ୟ ପରିସ୍ଥିତର ି ସମ୍ମୁଖୀନ I ଅସଯନ୍ତୋଷ ଓ ଅଶୋନ୍ତିର ମ୍ୋତ୍ରୋ ବଢି ଚୋଲିଛ ି I ସବ୍ତ୍ର
ଯଦଖୋଯଦଇଛି ଅସ୍ଥିରତୋ I େୁବ ଆଜି ଉଦଦ୍ଭ୍ର ୋନ୍ତ ଏବଂ ତି ତୋର ଉଯଦଶୟହୀନ I ବୃ ଦ୍ଧି ପୋଇଛି ଅଧମ୍୍
I ଯେୌତୁ ବୟୋଧି ନୋରୀନିେୟ୍ ୋତନୋର ମ୍ୂଳ ୋରଣ ଯହୋଇ ପୋରିବୋରି ଜୀବନ ୁ ନୋରଖୋର ରିଯଦଲୋଣି
I ରୋଷ୍ଟ୍ର ସମ୍ପ୍ରତି ନୋନୋ ସମ୍ସୟୋର ସମ୍ମୁଖୀନ I ସ୍ୱୋଥ୍ପରତୋ ମ୍ୋନବଜୀବନ ୁ ଗ୍ରୋସ ରିଛ ି I ଯଦଶଯପ୍ରମ୍ ଓ
ଜୋତିପ୍ରୀତିର ଅ ୋବ ପରିଲିକ୍ଷିତ ଯହଉଛି I
ଆଧ୍ୟୋତ୍ମି ଜୀବନ ନିବ୍ୋହ ପୋଇଁ ଅଧି ୋଂଶ ବୟକ୍ତି ଇଚ୍ଛୋ ପ୍ର ୋଶ ରୁନୋହୋନ୍ତି I ଅଧୁନୋ ସମ୍ୋଜ
ପତଯନୋନେୁଖୀ I ସୋମ୍ପ୍ରତି ପରିସ୍ଥିତଯି ର ଯନୈତି ଶିକ୍ଷୋର ଆବଶୟ ତୋ ଅପରିହୋେ୍ୟ I
(i) ଶିକ୍ଷୋ ୋହିଁ ି ଆବଶୟ ଏବଂ ଯନୈତି ଶିକ୍ଷୋ ମ୍ୋନବ ଜୀବନ ପୋଇଁ ୋହିଁ ି ଅତି ଆବଶୟ ? [3]
(ii) ବତ୍ତ୍ମ୍ୋନର ସମ୍ୋଜ ପତନ ଆଡ ୁ ତି ରିବୋର ୋରଣ ଣ ? [3]
(iii) ମ୍ୋନବ ପି ରି ପ୍ର ୃ େ ଜ୍ଞୋନ ଅଜ୍ନ ଯର ଏବଂ ଯସ ପ
ି ରି ଇତର ପ୍ରୋଣୀ ମ୍ୋନଙ୍କଠୋରୁ ପୃଥ [3]
ଯହୋଇ ଥୋଏ ?
(iv) ଉପଯୁକ୍ତ ଉତ୍ତର ବାଛି ଲେଖ
(a) ସତୟ, ଶିବ ଓ ସୁନ୍ଦର ଉପୋସ ଯହବୋ ୁ ଯ ଉଁ ଶିକ୍ଷୋ ଯପ୍ରରଣୋ ଯଦଇଥୋଏ ? [1]
(1) ଯଲୌ ି ଶିକ୍ଷୋ
(2) ଯମ୍ୌଳି ଶିକ୍ଷୋ
(3) ଯନୈତି ଶିକ୍ଷୋ
(4) ସୋଧୋରଣ ଶିକ୍ଷୋ
3
Page 4
(b) ମ୍ୋନବ ଯ ଯବ ଠୋରୁ ବି ିନ୍ନ ବିଷୟଯର ଶିକ୍ଷୋଲୋ ପୋଇଁ ଉତ୍ସୋହ ପୋଇଥୋଏ ? [1]
(1) ଯଶୈଶବରୁ
(2) ଯ ଯୈ ଶୋରରୁ
(3) ଯପୌଡରୁ
(4) ଏଥିରୁ ଯ ୌଣସିଟି ନୁ ଯହଁ
(c) ଯ ଉଁ ଶିକ୍ଷୋ ଜୀବନ ୁ ମ୍ୋଜିତ ଯର ? [1]
(1) ଯଲୌ ି ଶିକ୍ଷୋ
(2) ଯମ୍ୌଳି ଶିକ୍ଷୋ
(3) ଯନୈତି ଶିକ୍ଷୋ
(4) ସୋଧୋରଣ ଶିକ୍ଷୋ
(v) ଉପଯୁକ୍ତ ଉତ୍ତର ବାଛି ଲେଖ
(a) ମ୍ୋନବ ଯ ଉଁ ଶିକ୍ଷୋଦ୍ୱୋରୋ ଯବୈଷୟି ଶିକ୍ଷୋ ଲୋ ରି ଥୋଏ ? [1]
(1) ଯଲୌ ି ଶିକ୍ଷୋ
(2) ଯମ୍ୌଳି ଶିକ୍ଷୋ
(3) ଯନୈତି ଶିକ୍ଷୋ
(4) ସୋଧୋରଣ ଶିକ୍ଷୋ
4
Page 5
(b) ମ୍ୋନବ ଜୀବନ ୁ ଏ
ି ଗ୍ରୋସ ରିଛ ି ? [1]
(1) ଅଧମ୍୍
(2) ଅସଯନ୍ତୋଷ
(3) ଯେୌତୁ ବୟୋଧି
(4) ଯରୋ ବୟୋଧି
(c) ମ୍ୋନବ ଶିଶୁ ଯ ଉଁଠୋରୁ ସୋଧୋରଣ ଶିକ୍ଷୋ ଆରମ୍ଭ ଯର ? [1]
(1) ବିଦୟୋଳୟ
(2) ପରିବୋର
(3) ମ୍ହୋ ବିଦୟୋଳୟ
(4) ବିଶ୍ୱ ବିଦୟୋଳୟ
Question 3
(A) Correct the following sentences and rewrite as per the instructions given:
ନିଲଦେଶ ଅନୁ ସାଲର ନିମ୍ନେିଖିତ ପ୍ରଶନଗୁଡକ
ି ର ଉତ୍ତର ଦିଅ I
(i) ନିମ୍ଲ
ନ ିଖିତ ବୋ ୟ ୁ ଶୁଦ୍ଧ ରୂପଯର ଯଲଖ I [1]
ଯମ୍ୋର ବହୁ ତ ଦିନ ଡ
ୁ ି ଯସଠୋଯର ଲଯର ଟି ଲୋ
(ii) ଶୂନୟସ୍ଥୋନଯର ଉପେୁକ୍ତ ଶବ୍ଦ ଯଲଖ I [1]
ଯମ୍ୋର ସମ୍ସ୍ତ _______________ ଧୂଳସ
ି ୋଢ଼ ଯହୋଇ ଲୋ I
5
Page 6
(iii) ନିମ୍ଲ
ନ ିଖିତ ବୋ ୟ ମ୍ଧ୍ୟରୁ ଶୁଦ୍ଧ ବୋ ୟ ୁ ଚୟନ ର I [1]
(a) ବହୁ ଯଲୋ ମ୍ୋଯନ ରୁଣ୍ଡ ଯହୋଇ ଥିଯଲ I
(b) ଅବୋ ବୃ ଦ୍ଧ ବନିତୋ ଣ ସ ୋଯର ଉପସ୍ଥିତ ଥିଯଲ I
(c) ସବୁ ପିଲୋ ମ୍ନଖୁସଯି ର ଆ ଣ୍ଠ ଖୋଇଯଲ I
(d) ଅନୟୋନୟ ମ୍ୋଯନ ଆସିଯଲ ତ I
(iv) ଅବୟବସ୍ଥୋ ବୋ ୟଟି ୁ ସଜ୍ଜିତ ରୂପ ପ୍ରଦୋନ ର I [1]
ଚହଯଟ ଫୁ ଲ ବୋସ ଥଯର ଫୁ ଟଯି ଲ ତୋର
(v) ବୋ ୟଟିର ଅଥ୍ ନବଦଳୋଇ ରଖୋଙ୍କି ତ ଶବ୍ଦ ପୋଇଁ ିନ୍ନ ଏ ଶବ୍ଦ ଯଲଖ I [1]
ସବୁ ବି ପ୍ର ୃ ତି ବର୍ଣ୍୍ନୋଯର ସିଦ୍ଧହସ୍ତ ନୁ ହନ୍ତି I
(a) ପୋରତ୍ରି
(b) ପରୋକ୍ରମ୍ି
(c) ପଟୋନ୍ତର
(d) ପୋରଙ୍ଗମ୍
(B) Use the Idioms in the sentences as per the instructions given:
ନିଲଦେଶଅନୁ ସାଲର ରୂଢି ଶବ୍ଦର ବୟବହାରକର I
(i) ନିଯଦ୍ଶ ଅନୁ ସୋଯର ରୂଢି ଶବ୍ଦର ବୟବହୋର ର I [1]
ନିମ୍ଲ
ନ ିଖିତ ରୂଢି ଶବ୍ଦ ୁ ବୋ ୟଯର ବୟବହୋର ର
ସମ୍ୁଦ୍ର ୁ ଶଯଙ୍ଖ
(ii) ରୂଢି ଶବ୍ଦ ୁ ଶୁଦ୍ଧ ରି ଯଲଖ I [1]
ଆ ୋଶ ମ୍ୋଛ ଇଁଆ ଚିଲି ୋ
6
Page 7
(iii) ନିମ୍ଲ
ନ ିଖିତ ବୋ ୟଯର ଥିବୋ ଶୂନୟସ୍ଥୋନଯର ଉପେୁକ୍ତ ରୂଢି ଶବ୍ଦ ଚୟନ ର I [1]
ସୁଦଶ୍ନ ବୋବୁ ଙ୍କ ପୁଅ _____________ ପିଲୋ I
(a) ମ୍ୋଛି ପଡିଯଲ ନଵଖଣ୍ଡ
(b) ମ୍ୋଛି ୁ ମ୍ ' ନ ହିବୋ
(c) ମ୍ୋଛ ଯତଲ ଯର ମ୍ୋଛ ୋଜିବୋ
(d) ଛୋଇ ନ ମ୍ୋଡିବୋ
(iv) ନିମ୍ଲ
ନ ିଖିତ ବୋ ୟ ପୋଇଁ ଉପେୁକ୍ତ ରୂଢି ଶବ୍ଦ ଚୟନ ର I [1]
ରୋମ୍ବୋବୁ ଙ୍କ ପୁଅ ଥୋ ୁ ହନୋ I ଯସ ଅତି ଦୁ େ ପିଲୋ
(a) ଚୋଲିଲୋ ଶ ଡଯର ହୋତ ଯଦବୋ
(b) ଚୋଲିନ ଜୋଣି ବୋଟର ଯଦୋଷ
(c) ଛଇ ଯଦଖୋଇବୋ
(d) ଚୋରିଦଉଡି ଟୋ
(v) ନିମ୍ଲ
ନ ିଖିତ ରୂଢି ଶବ୍ଦ ପୋଇଁ ଉପେୁକ୍ତ ଅଥ୍ ଯଲଖ I [1]
ଅନ୍ଧ ରୋଇଜଯର ଦପ୍ଣ ବି ୋ:
(a) ଖରୋପ ସମ୍ୟ
(b) ଅନୟୋୟ ବିଚୋର
(c) ଯଲୋ ରୁ ମ୍ୃତୁୟ
(d) ଆପତ୍ରଯର ଦୋନ
7
Page 8
SECTION B
LITERATURE - 40 MARKS
Answer four questions from this section on any three out of the four prescribed
textbooks.
ଚାରରାଟି ନିର୍ଦ୍ଦଷ୍ଟ
ି ପାଠ୍ୟପୁସ୍ତକ ମଧ୍ୟରୁ ରେକ three ଣସି ତିନଟ ି ି ଉପରର ଏହି ବିଭାଗର
ଚାରରାଟି ପ୍ରଶ୍ନର ଉତ୍ତର ଦିଅ |
ପଲ୍ଲିଶ୍ରୀ (PALLISHREE)
Question 4
ଗ୍ରୋମ୍ର ପଥ ଯଶଯଷ ଯଶୋଇଛି ବର ଯବଯଶ
ଶିବ ଯଦଉଳ
ବୃ ଷ ଆଯ ଉ ୋ ନୟନ ଯର ଯଲୋ ୋ
ଚମ୍ପୋ ବଉଳ
(i) ଏ
ି ଯ ଉଁଠୋଯର ଯଶୋଇଛି ଯବୋଲି ବି ହିଛନ୍ତି I [1]
(ii) ଶିବଙ୍କ ବୋହନ ଏ
ି ? ଯସ ଯ ଉଁଠୋଯର ରହିଥିଲୋ ? [2]
(iii) ନୋରୀମ୍ୋଯନ ଜୋ ର ଦୀପଜୋଳି ଣ ସବୁ ମ୍ୋନସୀ ଥିଯଲ ସଂଯକ୍ଷପଯର ଯଲଖ ? [2]
(iv) ଶିବ -ପୂଜୋ ବିତୋର ବିଯଶଷତ୍ୱ ଉପସ୍ଥୋପନୋ ର ? [5]
Question 5 [10]
‘ମ୍ୋଲୁ ଣି ‘ ବିତୋରୁ ମ୍ୋଲୁ ଣିର ଚରିତ୍ର ଚିତ୍ରଣ ର I
Question 6 [10]
ଜ ନ୍ନୋଥଙ୍କୁ (ଏ ଜଣୋଣ) ବିତୋଟିଯର ବି େୁ େନ୍ତ୍ରଣୋର ବର୍ଣ୍୍ନୋ ପ
ି ରି ୋବଯର ରିଛନ୍ତି ଯଲଖ I
8
Page 9
ଗଳ୍ପ ବାରିଧି (GALPA BARIDHI)
Question 7
ଜମ୍ିଦୋର ବୋବୁ ଣ ୋବୁ ଥିଯଲ ସୋଯହବଙ୍କ ବୋ ୟ ଯଶଷ ଯହବୋର ଯଦଖି ହଠୋତ ଚମ୍ ି ପଡି ଉତ୍ତର
ଯଲ, “Oh yes , it’s a fine idea.”
(i) ସୋଯହବ ଏ
ି ? ତୋଙ୍କ ସହିତ ଶୀତ ଛୁ ଟ ି ଟୋଇବୋ ୁ ଏ
ି ଆସିଥିଯଲ ? [1]
(ii) ସୋଯହବଙ୍କ ଧୋରଣୋ (idea) ଣ ଥିଲୋ ? [2]
(iii) ମ୍ୋଧିଆ ଉପଯର ଜମ୍ିଦୋର ବୋବୁ ଯକ୍ରୋଧିତ ଯହୋଇଥିଯଲ ୋହିଁ ି ? [2]
(iv) ଜୋଳି ପ୍ରତି ଜମ୍ିଦୋର ବୋବୁ ଙ୍କର ବିଯଶଷ ମ୍ମ୍ତୋ ଜନିବ
େ ୋର ୋରଣ ଣ ? [5]
Question 8 [10]
ଡିମ୍ିରଫ
ି ୁ ଲ ଳ୍ପଟିଯର ୋହୋ ୁ ଓ ୋହିଁ ି ନିଷ୍ଠୁର ସୃେିଯର ଦୁ ଇଟି ମ୍ନୁ ଷୟ ପିତୁଳୋ ଯବୋଲି ୁ ହୋେୋଇଛି ?
ଳ୍ପଟିର ନୋମ୍ ରଣ ସୋଥ୍ ତୋ ପ୍ରତି ପଦୋନ ର I
Question 9 [10]
ନଯରନ୍ଦ୍ର ଏ
ି ଏବଂ ନୟନପୁର ଏକ୍ସଯପ୍ରସ୍ ଯର ମ୍ଞ୍ଜୁ ଆସୁଥିବୋର ଜୋଣି ଯସ ପୋ ଳପରି ଯହଲୋ ୋହିଁ ?
ି
9
Page 10
ଦିଗ ଦଶେକ (DIG DARSAK)
Question 10
ଫ୍ରୋନସ ମ୍ିଲୋନ ଆକ୍ରମ୍ଣ ରିବୋ ୁ ଯସ ଛ
ି ି ଦିନ ଯଦଶ ଯଦଶୋନ୍ତର ଘୂରି
ଘୂରି ପୁଣି ମ୍ିଳନ ଯଫରି ଆସିଯଲ I ଯସତି ି ଯବଯଳ ଏ ଦ୍ର ମ୍ହିଳୋଙ୍କର ପ୍ରତି ୃ ତି ଅଙ୍କନ ରିବୋ ୁ ତୋଙ୍କୁ
ବରୋଦ ମ୍ିଳଲ ି ୋ
(i) ଲିଓନୋଯଡ୍ୋ ଦI ିନସିଙ୍କ ସବ୍ଯେଷ୍ଠ ଳୋ ୃ ତି ଯ ଉଁ ନୋମ୍ଯର ବିଶ୍ୱସୋରୋ ପରିଚତ
ି ଯହୋଇଥିଲୋ ? [1]
(ii) ଲିଓନୋଯଡ୍ୋଙ୍କ ସବ୍ଯେଷ୍ଠ ଳୋ ୃ ତି ଦଶ୍ ତଥୋ ସମ୍ୋଯଲୋଚ ଙ୍କୁ ୋହିଁ ି ବିସ୍ମିତ ତଥୋ ବିଭ୍ରୋନ୍ତ [2]
ରିଛ ି ?
(iii) ଚିତ୍ରଟି ୁ ଲିଓନୋଯଡ୍ୋ ଣ ଯଲ ? [2]
(iv) ଲିଓନୋଯଡ୍ୋଙ୍କ ସବ୍ଯେଷ୍ଠ ଳୋ ୃ ତି ସମ୍ପୂଣ୍ ଯହବ ପୋଇଁ ଯ ଯତ ବଷ୍ ଲୋ ିଥିଲୋ ଏବଂ ଏଯବ ତୋହୋ [5]
ଯ ଉଁଠୋଯର ରହିଛ ି ?
Question 11 [10]
ଶଙ୍କରଙ୍କ ଜୀବନ ୁ ଯ ନ୍ଦ୍ର ରି ଢି ଉଠିଥିବୋ ମ୍
ି ବଦନ୍ତୀ ଓ ଦୁ ଇଟି ଅଯଲୌ ି ଘଟଣୋ ଅଵତୋରଣ ର?
Question 12 [10]
ସଯକ୍ରଟିସଙ୍କ ବିରୁଦ୍ଧଯର ଯ ଉଁ ଅ ିଯେୋ ଅଣୋେୋଇଥିଲୋ ? ବିଚୋରଯର ତୋଙ୍କୁ ଯ ଉଁ ଦଣ୍ଡ ମ୍ିଳି ଥିଲୋ ?
10
Page 11
ଛ' ମ୍ାଣ ଆଠ ଗୁଣ୍ଠ (CHHA MANA ATHAGUNTHA)
Question 13
ଚମ୍ପୋର ଅବଜ୍ଞୋ ସୂଚ ହଁୁ ଶବ୍ଦ ସୋଆନ୍ତୋଣୀଙ୍କ ୋଳିଜୋଯର ବଚ୍ଛ୍ୋ ପରି ବୋଜି ଥିଲୋ ତୋହୋବୋଦ " ଆଚ୍ଛୋ ତୁ ଯମ୍
ବୋହୋର ୁ େୋଅ , ଥୋଟୋ ତୋଳୁ ଯର ସହସ୍ର ବିଚ୍ଛୋ ୋମ୍ୁଡଲ ି ୋ ପରି ଜଣୋ ଲୋ "
(i) "ଆଚ୍ଛୋ ତୁ ଯମ୍ ବୋହୋର ୁ େୋଅ"- ଏ ଉକ୍ତିଟି ଏ
ି ୋହୋ ୁ ହିଥିଯଲ ? [1]
(ii) ଚମ୍ପୋ ସହିତ ଏ
ି ବସି ି ମ୍ନ୍ତ୍ରଣୋ ରୁଥିଲୋ ? [2]
(iii) ସତୀ ସ୍ତ୍ରୀ ମ୍ୋନଙ୍କ ପକ୍ଷଯର ଣ ଅସହୟ ଓ େ ଦୋୟ ଯହୋଇଥୋଏ ? [2]
(iv) ଯସହି ଦିନର ଅପମ୍ୋନ ପଯର ସୋଆନ୍ତୋଣୀଙ୍କ ମ୍ୋନସି ପ
ି ରି ଥିଲୋ ? [5]
Question 14 [10]
‘ଛ ମ୍ୋଣ ଆଠ ୁଣ୍ଠ’ ଉପନୟୋସର ନୋମ୍ ରଣ ସୋଥ୍ ତୋ ପ୍ରତିପୋଦନ ର ?
Question 15 [10]
ଅଧମ୍୍ବତ୍ତ
ି ବଯଢ ବହୁ ତ ଲୋ ଯବଯଳ େୋଏ ମ୍ୂଳ ସହିତ - ପଠିତ ଛ ମ୍ୋଣ ଆଠ ୁଣ୍ଠ ଉପନୟୋସର
ଅବଲମ୍ବନଯର ଆଯଲୋଚନୋ ର I
11