aglasem.com
Home Schools Admission Career Mock Test PDF Docs Playground
ClassChoose class
StateSelect state

CBSE Class 10 Question Paper 2025 Odia

Download CBSE Class 10 Question Paper 2025 Odia pdf. Here at aglasem.com get all CBSE 10th Class Previous Year Question Papers. CBSE Class 10 Odia Question Paper 2025 is given below. More Detail
CBSE Class 10 Question Paper 2025 Odia - Page 1 of 11

Finished viewing? Save it for later —

Download CBSE Class 10 Question Paper 2025 Odia (PDF · 11 pages)
Downloaded 178 times

About CBSE Class 10 Question Paper 2025 Odia

CBSE Class 10 Question Paper 2025 Odia is available here for free download. Published by CBSE for Class 10, this question paper can be viewed online or downloaded as a PDF (11 pages). Candidates preparing for Class 10 can use CBSE Class 10 Question Paper 2025 Odia to understand the exam pattern, the type of questions asked, and the overall difficulty level.

Frequently Asked Questions

How can I download CBSE Class 10 Question Paper 2025 Odia?

Open this page and click the Download button to save CBSE Class 10 Question Paper 2025 Odia as a PDF. It is completely free on AglaSem Docs.

Is CBSE Class 10 Question Paper 2025 Odia free to download?

Yes. CBSE Class 10 Question Paper 2025 Odia can be viewed online and downloaded as a PDF free of cost on AglaSem Docs.

How many pages does CBSE Class 10 Question Paper 2025 Odia have?

CBSE Class 10 Question Paper 2025 Odia contains 11 pages, which you can read online or download together as a single PDF.

Where can I find more Class 10 study material?

You can find more Class 10 question papers, sample papers, syllabus, and answer keys on AglaSem Docs.

CBSE Class 10 Question Paper 2025 Odia – Text

Read the full text of this question paper below — useful to quickly search, copy and reference the content online without downloading the PDF.

📄 View text version (11 pages)

Page 1

Series : HGFE1 SET ~ 4
*ODIA*
Q.P. Code 14
Roll No.
Candidates must write the Q.P. Code
on the title page of the answer-book.

ଟିପ୍ପଣୀ / NOTE :
(I) ପ୍ରଶ୍ନପତ୍ରଟି 11 ପୃଷ୍ାଠ ବିଶଷ୍ଟ
ି କି ନା ଦୟାକରି ଦଦଖିନିଅ ।
Please check that this question paper contains 11 printed pages.
(II) ପ୍ରଶ୍ନପତ୍ରର ଡାହାଣ ପଟ ଦକାଣଦର ଦିଆଯାଇଥ ିବା ଦକାଡ ନମ୍ବର ଉତ୍ତର ପତ୍ରର ପ୍ରଥମ
ପୃଷ୍ାଠ ଦର ରହିବା ଆବଶୟକ ।
Q.P. Code given on the right hand side of the question paper should be
written on the title page of the answer-book by the candidate.
(III) ପ୍ରଶ୍ନପତ୍ରଟି 14ଟି ପ୍ରଶ୍ନ ଅଛି କି ନା ଆରମ୍ଭକୁ ଦେଖିନିଅ ।
Please check that this question paper contains 14 questions.
(IV) ପ୍ରଶ୍ନପତ୍ରର କ୍ରମାଙ୍କ ଉତ୍ତର ଲେଖା ଆରମ୍ଭ କରିବା ପୂବର
ବ ୁ ଉତ୍ତର ପୁସ୍ତିକାଲର ପ୍ରଶ୍ନର ଉପଯୁକ୍ତ
ସ୍ଥାନଲର ଲେଖ ।
Please write down the Serial Number of the question in the
answer-book at the given place before attempting it.
(V) ପ୍ରଶ୍ନପତ୍ର ପଢିବାପାଇଁ 15 ମିନଟ୍
ି ସମୟ େିଆଯିବ । ପ୍ରଶ୍ନପତ୍ର 10.15 ମିନଟ୍
ି ସମୟଦର ବଣ୍ଟନ
କରାଯିବ । ଦେଣୁ 10.15 ଠାରୁ 10.30 ମିନଟ୍ି ପଯ୍ୟନ୍ତ ପରୀକ୍ଷାର୍୍ୀ ଦକବଳ ପ୍ରଶ୍ନପତ୍ର ପଢିଦବ
ଏବଂ ଏ ସମୟଦର ଉତ୍ତର ପୁସ୍ତିକାଦର ଦକହି କିଛ ି ଦେଖି ପାରିଦବ ନାହିଁ ।
15 minute time has been allotted to read this question paper. The
question paper will be distributed at 10.15 a.m. From 10.15 a.m. to
10.30 a.m., the candidates will read the question paper only and will not
# write any answer on the answer-book during this period.

ଓଡିଆ
*OODIAA* ODIA
ସମୟ : 3 ଘଣ୍ଟା ପୁର୍ଣ୍ଣ ସଂଖୟା : 80
Time allowed : 3 hours Maximum Marks : 80

14 1 P.T.O.
#

Page 2

General Instructions :
• This question paper is divided into 4 sections.
• It has total 14 questions.
• Section A : 1 Question no. 1
• Section B : 2 Questions no. 2 and 3
• Section C : 4 Questions no. 4 to 7
• Section D : 7 Questions no. 8 to 14
Attempt questions as per specific instructions.
Write question no. in answer book before attempting it.
ସାଧାରଣ ନିର୍ଦ୍ଦେଶାବଳୀ :
• ଏହି ପ୍ରଶ୍ନପତ୍ରଦର ସମୁଦାୟ 4 ଦଗାଟି ବିଭାଗ ରହିଛି ।
• ଏହି ପ୍ରଶ୍ନପତ୍ରଦର ସମୁଦାୟ 14ଟି ପ୍ରଶ୍ନ ରହିଛି ।
• ର୍ଦ୍ସକ୍ସନ ଏ (Section A) : 1 ପ୍ରଶ୍ନ ସଂଖୟା 1 ରହିଛି ।
• ର୍ଦ୍ସକ୍ସନ ବି (Section B) : 2 ପ୍ରଶ୍ନ ସଂଖୟା 2 ରୁ 3 ରହିଛି ।
• ର୍ଦ୍ସକ୍ସନ ସି (Section C) : 4 ପ୍ରଶ୍ନ ସଂଖୟା 4 ରୁ 7 ରହିଛି ।
• ର୍ଦ୍ସକ୍ସନ ଡି (Section D) : 7 ପ୍ରଶ୍ନ ସଂଖୟା 8 ରୁ 14 ରହିଛି ।
ନିଦଦଣଶାନୁ ସାଦର ପ୍ରଶ୍ନଗଡ ୁ କ
ି ର ଉତ୍ତର ଦିଅ ।
ଉତ୍ତର ଦେଖିବା ପୂବର ଣ ୁ ଉତ୍ତରପତ୍ରର ବାମପାର୍ଶ୍ଣଦର ପ୍ରଶ୍ନ ନମ୍ବର ଉଦେଖ କର ।

SECTION A
ର୍ଦ୍ସକ୍ସନ ଏ
1. ନିମ୍ ନ ଅନୁ ଦେଦକୁ ପାଠ କରି ପ୍ରଦତ୍ତ ପ୍ରଶ୍ନଗଡ
ୁ ିକର ଉତ୍ତର ଦେଖ । 52=10

ସବୁ ଦବଦେ ସମୟ ବା ପରି ସ୍ଥିତି ଅନୁ କୂେ ନ ଥାଏ । ଦବଦେଦବଦେ ପ୍ରତିକୂେ
ପରି ସ୍ଥିତି ହଠାତ୍ ଆସି ପହଞ୍ଚଯାଏ ଓ ଆମକୁ ବିବ୍ରତ କରି ଥାଏ । ଦସଥ ିପାଇ ଁ ଆଦମ
ପୂବର
ଣ ୁ ପ୍ରସ୍ତୁ ତ ଦହାଇ ରହିବା ଉଚିତ । ବିପଦଆପଦ ଦବଦେ କାହା ପାଖଦର ହାତ
ପତାଇବା ଅଦପକ୍ଷା ନିଜ ଦ ଯ ୈ ୟଣ ର ସହ ତାହାର ମୁକାବିୋ କରି ବା ଭେ । ପ୍ରତିକୂେ
ପରି ସ୍ଥିତିଦର ହି ଁ ମଣିଷର ଟାଣପଣ ପରୀକ୍ଷିତ ହୁ ଏ । ବିପଦର ଭୟ ଥ ିଦେ ବି ଦଯଉମାଦନଁ
କାମଦର ୋଗି ରହିଥାନ୍ତି, ଦସମାଦନ ଉତ୍ତମ ପଯଣୟାୟ ଅନ୍ତଭଣୁକ୍ତ । ଦସମାଦନ ଅନୟମାନଙ୍କ
ପାଇ ଁ ଉଦାହରଣ ସୃଷ୍ଟି କରି ଥାନ୍ତି । ବିପଦ ଭୟଦର ଦଯଉମାଦନ ଁ କମଣଛାଡି ପୋୟନ
କରନ୍ତି, ଦସମାନଙ୍କୁ ଦକଉଠିଁ ଉଚ୍ଚ ମଯଣୟାଦାମିଦେ ନାହି ଁ । ଅନାଗତ ପରି ସ୍ଥିତର
ି ମୁକାବିୋ
14 2
#

Page 3

କରି ବା ୋଗି ଆଦମ ପ୍ରଥଦମ ବତ୍ତଣମାନର ମୁହୂତ୍ତଗ ଣ ଡୁ ିକୁ ସଜାଡିଦନବା ବାଞ୍ଛନୀୟ ।
ବୁ ଦ୍ଧିମାନଦୋକଙ୍କ ଆଖିଦର ଆଗାମୀକାେି ର ବିପଦଗୁଡିକ ଜେଜେ ଦହାଇ ଦିଶଯ ି ାଏ ।
ଦସସବୁ ର ଠିକଣା ମୁକାବିୋ ୋଗି ଦସମାଦନ ବୀରଦଯାଦ୍ଧା ପରି ଅଦପକ୍ଷା କରି
ରହିଥାନ୍ତି । ବୀରଦଯାଦ୍ଧାର ସବଣପ୍ରଥମ ଆଦଶଣ ଦହୋ ଆପଣା ପ୍ରତି ସଦଚ୍ଚାଟତା ଓ ଆପଣା
ଅନ୍ତରର ଆଦଦଶ ଶ୍ରବଣ । ସମୟ, ପାରି ପାଶ୍ବକ ି ପରି ସ୍ଥିତି ଏବଂ ଅନୁ ଷଙ୍ଗିକ ଅବସ୍ଥାପ୍ରତି
ଉନମଖ ୁ ରହିଦେ ହି ଁ ଆଦମ ପ୍ରତିଟି ଘଟଣାକ୍ରମର ପୁଙ୍ଖାନୁ ପଙ୍ଖ
ୁ ବିଦଶ୍େଷଣ କରି ପାରି ବା ।
ଏଥ ିସହିତ ଉଚିତ ନିଷ୍ପତ୍ତି ଦନଇ ଉପଯୁକ୍ତ କମଣପନ୍ଥା ଆଦରି ଦନବାଦର ସଫେ
ଦହାଇପାରି ବା ।
(i) ବୀରଦଯାଦ୍ଧାର ସବଣପ୍ରଥମ ଆଦଶଣ କ’ଣ ?
(ii) ମଣିଷର ଟାଣପଣ ଦକଦତଦବଦେ ପରୀକ୍ଷିତ ହୁ ଏ ?
(iii) ବୁ ଦ୍ଧିମାନଦୋକଙ୍କ ଆଖିଦର ଦକଉ ଁ କଥାଟି ଦିଶଯ
ି ାଏ ?
(iv) ବତ୍ତଣମାନର ମୁହୂତ୍ତଗ
ଣ ଡ
ୁ ିକୁ ଆଦମ ସଜାଡିଦନବା କାହିକିଁ ?
(v) କିଏ ହଠାତ୍ ଆସି ପହଞ୍ଚ ଆମକୁ ବିବ୍ରତ କଦର ?

SECTION B
ର୍ଦ୍ସକ୍ସନ ବି
2. ଦଯଦକୌଣସି ର୍ଦ୍ ାଟିଏ ବିଷୟଦର ରଚନା ଦେଖ । 16=6

(i) କ୍ରୀଡା ଓ ବିର୍ଶ୍ଶାନ୍ତି
(ii) ଜାତୀୟ ସମ୍ପତ୍ତି ର ସୁରକ୍ଷା
(iii) ମାନବଦସବାଦର ବିଜ୍ଞାନ

3. (a) ‘ସା ାରଣତନ୍ତ୍ର ଦିବସ ପାେନର ମହତ୍ତ୍ୱ’ ଶୀଷଣକ ତୁ ମ େି ଖ ିତ ଏକ ପ୍ରବନ୍ଧ ପ୍ରକାଶନ
ନିମଦନ୍ତ ଅନୁ ଦରା ଜଣାଇ ସ୍ଥାନୀୟ ସମ୍ବାଦପତ୍ର ସଂପାଦକଙ୍କୁ ପତ୍ର ଦେଖ । 6
କିମ୍ବା (OR)
(b) ‘ପ୍ରାକୃତିକ ବିପଯଣୟୟ ମୁକାବିୋ’ ଶୀଷଣକ ତୁ ମ େି ଖ ିତ ପ୍ରବନ୍ଧ ପ୍ରକାଶନ ନିମଦନ୍ତ
ଅନୁ ଦରା ଜଣାଇ ଦକୌଣସି ଏକ ସମ୍ବାଦପତ୍ର ସଂପାଦକଙ୍କୁ ପତ୍ର ଦେଖ ।
(ବି.ଦ୍ର. – ନିଜର ପ୍ରକୃତ ନାମ ବା ଠିକଣା ବଦେଦର ‘କ’ ବା ‘ଖ’ ପରି କାଳ୍ପନିକ
ନାମ ବା ଠିକଣା ବୟବହାର କରାଯିବ । )
14 3 P.T.O.
#

Page 4

SECTION C

ର୍ଦ୍ସକ୍ସନ ସି

4. େକ୍ଷଣ, ଉଦାହରଣ ଓ ଯତିପାତ ସହ ଦଯଦକୌଣସି ର୍ଦ୍ ାଟିଏ ଛନ୍ଦକୁ ବୁ ଝାଇ ଦେଖ । 14=4

(i) ଭାଗବତବାଣୀ
(ii) ରାମଦକରୀ

5. ସୂଚନା ଅନୁ ସାଦର ବାକୟଗୁଡିକୁ ପରି ବତ୍ତଣନ କର । (ଦଯ ଦକୌଣସି 2 ଟିର) 21=2

(i) ଝଡ କମିଯିବା ପଦର ପି ୋମାଦନ ନିଜନିଜ ଘରକୁ ଦଫରି ଆସି ଦେ ।
(ଦଯୌଗିକବାକୟ କର)

(ii) ଦଯାଦଗଶବାବୁ ମିଛ କହି ନିନ୍ଦତ
ି ଦହଦେ । (ଜଟିେବାକୟ କର)

(iii) ସନ୍ଧୟା ସାତଟାଦବେକୁ ଆମର ସଭା ଦହବ ଓ ଆପଣ ଦସଠାକୁ ନିଶ୍ଚୟ ଆସିଦବ ।
(ସରେବାକୟ କର)

6. ନିମ୍େ
ନ ି ଖ ିତ ରୂଢିଗଡ
ୁ ିକୁ ବୟବହାର କରି ବାକୟ ଗଠନ କର । (ଦଯଦକୌଣସି 2 ଟିର) 21=2

(i) କୁହୁଡି ପହରିଁ ବା

(ii) ଅେଣାକଥା

(iii) ଖୁଣ୍ଟଟା ପରି ଠିଆଦହବା

7. ଶୁଦ୍ଧପ୍ରଦୟାଗ ଆ ାରଦର ଠିକ୍ କରି ଦେଖ । (ଦଯଦକୌଣସି 2 ଟିର) 21=2

(i) ଆବିସ୍କାର

(ii) ଦପୌରହିତୟ

(iii) ଦ୍ୱନ୍ଦ

14 4
#

Page 5

SECTION D

ର୍ଦ୍ସକ୍ସନ ଡି

8. ସପ୍ରସଙ୍ଗ ସରୋଥଣ ଦେଖ । (ଦଯଦକୌଣସି 1 ଟିର) 15=5

(i) ସମୟ-ଦରାତଦର ନିିଃସହାୟ ଶୁଷ୍କ ତୃ ଣ ପରି ମ ଁୁ ଭାସିଗ୍େ
ଭ ି ଛି ।

(ii) ଦରି ଦ୍ର ନାରାୟଣଙ୍କ ଦସବାହି ଁସନୟାସୀର ଯଥାଥଣ ବ୍ରତ ।

9. ସଂଦକ୍ଷପଦର ଉତ୍ତର ଦେଖ । (ଦଯଦକୌଣସି 3 ଟିର) 32=6

(i) ଜନ୍ମଭୂମିକୁ ାତ୍ରୀ ଓ ଶିକ୍ଷୟି ତ୍ରୀ କହିବାର କାରଣ କ’ଣ ?

(ii) ବିଜ୍ଞାନର ଅନ୍ଧକାରସ୍ଥାନଟି ଅପସାରି ତ ଦହଦେ କ’ଣ ଦହବ ଦବାେି ଦେଖକ
କହିଛନ୍ତି ?

(iii) ଦଦଶଭକ୍ତ ଦବାେି କାହାକୁ କୁହାଯାଇପାରି ବ ନାହି ଁ ?

(iv) ଦକଉମାନଙ୍କୁ
ଁ ‘ରି ଙ୍ଗେି ଡର୍’ କୁହାଯାଉଥ ିୋ ?

(v) ମହାନକମଣ କିଏ ସଂପାଦନ କରି ଥାନ୍ତି ?

10. ଉତ୍ତର ପଯଣୟାୟରୁ ଠିକ୍ ଉତ୍ତରଗୁଡିକୁ ବାଛି ଦେଖ । 101=10

(i) କୃଷ୍ଣଙ୍କ ଅନୁ ପସ୍ଥିତିଦର କିଏ ଶଶିକୋ ପରି ଦୀନା ଓ କ୍ଷୀଣା ଦହାଇଗଦେ ?

(A) ଯଦଶାଦା

(B) ଦଦବକୀ

(C) ରା ା

(D) ଅଷ୍ଟପାଟବଂଶୀ

14 5 P.T.O.
#

Page 6

(ii) ଗ୍ରାମର ନବଯୁବକମାଦନ ଆନତ କୃଷ୍ଣଚୂ ଡାଦର କ’ଣ ଦଦଖନ୍ତି ?

(A) ବିଦଦ୍ରାହର ବହ୍ନି

(B) ଅନାଗତଯୁଗର ରକ୍ତଦକତନ

(C) ଆହବର ରକ୍ତ

(D) ଦମୈତ୍ରୀର ଧ୍ୱଜା

(iii) ଆଧ୍ୟାତ୍ମିକତା କାହାର ଦବୈଶଷ୍ଟ
ି ୟ?

(A) ଭାରତ

(B) ମିଶରୀୟ ସଭୟତା

(C) ଦରାମୀୟ ଓ ଗ୍ରୀସୀୟ ସଭୟତା

(D) ପାଶ୍ଚାତୟ ରାଷ୍ଟରସମୂହ

(iv) ଜଡବିଜ୍ଞାନ ମୂେଦର ଆମ୍ଭମାନଙ୍କର ଦକଉ ଁ ଶାସ୍ତ୍ର ନିହିତ ?

(A) ପଦାଥଣବିଜ୍ଞାନ

(B) ରସାୟନବିଜ୍ଞାନ

(C) ଗଣିତ

(D) ଦଶଣନ

(v) ବିଭିନ୍ନ ଯୁଗଦର ଜାତିମାନଙ୍କର ସଭୟତାର ଆଦଶଣ କ’ଣ ଥ ିୋ ?

(A) ଅଭି ନ୍ନ

(B) ଭି ନ୍ନଭି ନ୍ନ

(C) ଉଭୟ ଭି ନ୍ନ ଓ ଅଭି ନ୍ନ

(D) ଦଭାଗବିୋସ

14 6
#

Page 7

(vi) ‘ମାତୃ ଭାଷା ଓ ଦୋକଶିକ୍ଷା’ ପ୍ରବନ୍ଧଟି ଦକଉ ଁ ବହିରୁ ସଂଗୃହୀତ ?
(A) ଗଙ୍ଗାରୁ ଦଗାଦାବରୀ
(B) ବିଗ୍ର
ଭ ଆଦୋଚନା
(C) ମଣିଷର ଭାଷା
(D) ଓଡିଆ ଦକଦବ

(vii) ସବୁ ଶକ୍ଷ
ି ାର ମୂେମନ୍ତ୍ର କ’ଣ ?
(A) ଇଂଦରଜିଶକ୍ଷ
ି ା
(B) ଗଣତନ୍ତ୍ର
(C) ମାତୃ ଭାଷାଶିକ୍ଷା
(D) ଉଚ୍ଚତରଶିକ୍ଷା

(viii) ବିଦଦଶୀ ମାଧ୍ୟମର ଅପ୍ରାକୃତିକ ପାଦଚରି କୁ ଭାଙ୍ଗିବା ପାଇ ଁ ପ୍ରଥଦମ କିଏ ପ୍ରୟାସ
କରି ଥ ିଦେ ?
(A) ରବୀନ୍ଦ୍ରନାଥ
(B) ଗାନ୍ଧିଜୀ
(C) ବିଦଦଶୀ ସରକାର
(D) ସ୍ଥାନୀୟ ଜନତା

(ix) ‘ଦଭାକିୋ ଦପଟଦର ମଣ ଅନାବଶୟକ’ – ଏହି ଉକ୍ତି ଟି ବିଦବକାନନ୍ଦ କାହାଠାରୁ
ଶୁଣଥ
ି ିଦେ ?
(A) ଶ୍ରୀରାମକୃଷ୍ଣ
(B) ରାମକୃଷ୍ଣାନନ୍ଦ
(C) ମାକଣସ ୍ଙ୍କ ଅନୁ ଗାମୀ
(D) ଶୁକଦଦବ

14 7 P.T.O.
#

Page 8

(x) ସାର୍ ଓୟାଦିଆର୍ ବାହାଦୂ ର ଦକଉଠିଁ କାର ମହାରାଜା ଥ ିଦେ ?

(A) ଦକ୍ଷତରୀ

(B) ଦକାୋପୁର

(C) ମହୀଶୂର

(D) ରାଦଜାୟାରା

11. ସପ୍ରସଙ୍ଗ ସରୋଥଣ ଦେଖ । (ଦଯଦକୌଣସି 1 ଟିର) 15=5

(i) ବାଜିଥ ିଦେ ଚୂ ର୍ଣ୍ଣ ବା ପାତାଦେ ଭଜିଥ ିବ
ବିଦ୍ଧୟ ଭାନୁ ଦତାଷି ଦହଦେ ବଞ୍ଚାଇ ଦଇବ ଦଯ ।

(ii) ମରଣ ଦୁ ଆଦର ଚରଣଅରପି
ଗାଅଦର ଅମରଗାନ
ଦପାଛିଦିଅ ଆଜି ମାନବଶିରମ ଁୁ
ସଂଚିତ ଅପମାନ ।

12. ସଂଦକ୍ଷପଦର ଉତ୍ତର ଦେଖ । (ଦଯଦକୌଣସି 3 ଟିର) 32=6

(i) ପବଣତମାୋଗୁଡିକ ଉତ୍କେଜନନୀଙ୍କ ଦଦହଦର କିଭେି ଭାଦବ ଦଶାଭାପାଉଛି ?

(ii) ଦୁ ଦଯଣୟା ନ ମହାେକ୍ଷ୍ମୀଙ୍କୁ କିପରି ଅବଜ୍ଞା କଦେ ?

(iii) ଦପାତପାେ ମଶାେ ଜାେିଛି କାହିକି
ଁ ?

(iv) ମତ୍ତଣୟଭୁବନକୁ ଉଷା ଆସିବାର ଉଦଦଶୟ କ’ଣ ?

(v) ବଣପକ୍ଷୀର ଡାକ ଶୁଣି ଦଦହଦର କି ଭାବ ସୃଷ୍ଟି ହୁ ଏ ?

14 8
#

Page 9

13. ଉତ୍ତର ପଯଣୟାୟରୁ ଠିକ୍ ଉତ୍ତରଗୁଡିକୁ ବାଛି ଦେଖ । 101=10

(i) ଉତ୍କେର ସମୁଦ୍ରକୂେ ଦକଉ ଁ ଦକଉ ଁ ବୃ କ୍ଷ ଦ୍ୱାରା ସୁଦଶାଭି ତ ?
(A) ତାେ ଓ ନଡିଆ
(B) ତାେ ଓ ତମାେ
(C) ତମାେ ଓ ନଡିଆ
(D) ତମାେ ଓ ଗୁଆ

(ii) ଶୂେ ର କିଏ ?
(A) ସହଦଦବ
(B) ଶ୍ରୀକୃଷ୍ଣ
(C) ଶିବ
(D) ଦୁ ଦଯଣୟା ନ

(iii) ‘ଶଙ୍ଖ’ କହିଦେ ଦକଉ ଁ ସଂଖୟାକୁ ବୁ ଝାଏ ?

(A) ଏକେକ୍ଷ
(B) ଏକଦକାଟି
(C) ଏକହଜାରଦକାଟି
(D) ଏକେକ୍ଷଦକାଟି

(iv) ମାତ୍ର ଯଦଶାଦଦଦହ ତୁ ଦମ୍ଭ ଆୟୁଷ୍ମାନ-ଏକଥା କାହାକୁ େକ୍ଷୟ କରି କୁହାଯାଇଛି ?
(A) କବିସଯ
ୂ ୟଣ ବେଦଦବ ରଥ
(B) କବିବର ରା ାନାଥ ରାୟ
(C) ଭକ୍ତକବି ମ ସ
ୁ ଦ
ୂ ନ ରାଓ
(D) ସ୍ୱଭାବକବି ଗଙ୍ଗା ର ଦମଦହର
14 9 P.T.O.
#

Page 10

(v) ‘ମଙ୍ଗଦେ ଅଇୋ ଉଷା’ ଦକଉ ଁ କାବୟର ଅଂଶବିଦଶଷ ?

(A) ଇନ୍ଦୁ ମତୀ

(B) ତପସ୍ିନ
ି ୀ

(C) ପ୍ରଣୟବେରୀ

(D) ଅଘଣୟଥାେୀ

(vi) ମରୁ ପଦଥ ପଦଥ କ’ଣ ସୃଷ୍ଟି କରି ବାକୁ କବି ଆହ୍ାନ
ୱ ଦଦଇଛନ୍ତି ?
(A) ପୁଷ୍କରି ଣୀ

(B) ବିଶ୍ରାମାଗାର

(C) ମରୁଦୟାନ

(D) ନିଝର
ଣ

(vii) ମାଟିମାଆର ଦିହ କିପରି ଦବାେି କବିତାଦର କୁହାଯାଇଛି ?

(A) ପାହାଡପଥର

(B) କଅେପତର
ଁ

(C) ସମତେଭୂମି

(D) କଅେଁ ବିଛଣା

(viii) ‘ପନ୍ନଗନାରାୟଣ’ କିଏ ?

(A) ଶ୍ରୀକୃଷ୍ଣ

(B) ଶିବ

(C) ଜଗନ୍ନାଥ

(D) ଦୁ ଦଯଣୟା ନ

14 10
#

Page 11

(ix) ପାପଗଭଣଦର କିଏ ପଡିଯାଏ ?

(A) ମୀନଜୀବୀ

(B) ଅଜ୍ଞାନ

(C) ପାପମୂତ୍ତବ

(D) ନିଶୀଥ ିନୀ

(x) ମାଟିମାଆ ଆମ ଦଦାଷକୁ କାହିକିଁ କ୍ଷମା କରି ଛି ?

(A) ଅସହାୟା ଦବାେି

(B) ଦଦଖିପାରି ନାହି ଁଦବାେି

(C) ନିଜଛୁଆ ଦବାେି

(D) ଜୟଗାନ ଶୁଣବ
ି ଦବାେି

14. ସଂଦକ୍ଷପଦର ଉତ୍ତର ଦେଖ । (ଦଯଦକୌଣସି 6 ଟିର) 61=6

(i) କାହାପାଦଦର ଦଚନାଦଗ୍ଭପରା କାଠସବୁ ଫୁ ଟିଯିବ ଦବାେି ଦେଖକ କହିଦେ ?

(ii) କେିଙ୍ଗ ଯୁଦ୍ଧ ଦକଦତ ମାସ ୋଗିଥ ିୋ ?

(iii) ଅଦଶାକ ଦକଉ ଁ ମନ୍ତ୍ରଦର ଦୀକ୍ଷିତ ଦହଦେ ?

(iv) ବଉେଗଛ ଛାଇଦର କିଏ ଭାଗବତ ପଢୁ ଥ ିଦେ ?

(v) ହରି ଚନ୍ଦନପୁର ଗାମୁ
ଁ ଣ୍ଡ ଦପାଖରୀହୁ ଡାଦର ଦକଦତଟା ତାେଗଛ ଠିଆ ଦହାଇଛି ?

(vi) ମାଡ୍ରାସରୁ ରାଉରଦକୋ ମହାପାତ୍ର ସା ାରଣତିଃ ଦକଉଥଁ ିଦର ଯାଆନ୍ତି ?

(vii) ସୁବ୍ରତ କି ଗ୍ଭକିରି କରନ୍ତି ?

(viii) ରାଜା ମନ୍ଦିରଦତାୋ ଦାୟି ତ୍ୱ କାହା ଉପଦର ଅପଣଣ କଦେ ?

14 11 P.T.O.
#

Document Details

Board / OrgCBSE
ExamClass 10
TypeQuestion Paper
Pages11
Updated24 Sep 2026